କ୍ଷୀଣକଟି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷୀଣକଟି
ଉଚ୍ଚାରଣ: Kshīṇakaṭi
(କ୍ଷୀଣକଟୀ—ସ୍ତ୍ରୀ)

ସଂ. ବିଣ. ପୁଂ. (ବହୁବ୍ରୀହି; କ୍ଷୀଣ+କଟି) —

ଅଣ୍ଟାମୁରୁଆ (ବ୍ୟକ୍ତି) —Slender-waisted.

[ଦ୍ର—ଏହା ମନୋହାରିଣୀ ସ୍ତ୍ରୀମାନଙ୍କର ଗୋଟିଏ ଲକ୍ଷଣ କ୍ଷୀଣକୀଟ ସ୍ତ୍ରୀମାନେ ସବୁ ଦେଶରେ ମଧ୍ୟ ଆଦରଣୀୟା ହୁଅନ୍ତି]