କ୍ଷୀଣଧନ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷୀଣଧନ
ଉଚ୍ଚାରଣ: Kshīṅadhana
(କ୍ଷୀଣଧନା—ସ୍ତ୍ରୀ)

ସଂ. ବିଣ. ପୁଂ. (ବହୁବ୍ରୀହି; କ୍ଷୀଣ+ଧନ) —

ୟାହାର ଧନ କ୍ଷୟ ପାଇଅଛି —Impoverished.