କ୍ଷୀଣପୁଣ୍ଯ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷୀଣପୁଣ୍ୟ
ଉଚ୍ଚାରଣ: Kshīṇapuṇya
(କ୍ଷୀଣପୁଣ୍ୟା—ସ୍ତ୍ରୀ)

ସଂ. ବିଣ. ପୁଂ. (ବହୁବ୍ରୀହି. କ୍ଷୀଣ+ପୁଣ୍ୟ) —

୧: ୟାହାର ପୁଣ୍ୟ କ୍ଷୟ ହୋଇଅଛି — ୧. Whose virtue has been exhausted.

୨: ଏ ଜନ୍ମରେ ୟାହାର ପୂର୍ବାର୍ଜିତ ପୁଣ୍ୟର ଫଳଭୋଗ ସରିଅଛି —୨. One who has already enjoyed fully to exhaustion the fruits of his meritorious acts of a previous birth.