କ୍ଷୀଣବାସୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷୀଣବାସୀ
ଉଚ୍ଚାରଣ: Kshīṇabāsī
(କ୍ଷୀଣବାସିନୀ—ସ୍ତ୍ରୀ)

ସଂ. ବିଣ. ପୁଂ. (କ୍ଷୀଣ+ବାସ+ଇନ୍; ୧: ମା. ୧: ବ.) —

ଜୀର୍ଣ୍ଣ ଘରେ ବାସ କରୁଥିବା — Living in a dilapidated house.

ବି —

କପୋତ; ପାରାବତ —Dove; pigeon.