କ୍ଷୀଣବୃତ୍ତି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷୀଣବୃତ୍ତି
ଉଚ୍ଚାରଣ: Kshīṇabṛutti

ସଂ. ବିଣ. (ବହୁବ୍ରୀହି; କ୍ଷୀଣ+ବୃତ୍ତି) —

ଯେଉଁ ମନୁଷ୍ୟର ଜୀବିପା ନାହିଁ; ବେକାର୍ — Unemployed; out of employment; deprived of the source of living.