କ୍ଷୀଣମଝା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷୀଣମଝା
ଉଚ୍ଚାରଣ: Kshīṇamajhā

ଦେ. ବିଣ. ପୁଂ ଓ ସ୍ତ୍ରୀ. (ସଂ. କ୍ଷୀଣମଧ୍ୟା) —

କ୍ଷୀଣକଟି (ଦେଖ) Kshīṇakaṭi (See)

ତନୁ ନିନ୍ଦଇ ନବୀନ ଦୂର୍ବାଦଳ କ୍ଷୀଣମଝା ସୁବିପୁଳ କକ୍ଷସ୍ଥଳ ସୁନ୍ଦରୀ ନାସିକା ନିନ୍ଦେ ତିଳପୁଲ ବିଶ୍ବନାଥ. ବିଚିତ୍ରରାମାୟଣ