କ୍ଷୀଣମଧ୍ଯ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷୀଣମଧ୍ୟ
ଉଚ୍ଚାରଣ: Kshīṇamadhya
(କ୍ଷାଣମଧ୍ୟା—ସ୍ତ୍ରୀ)

ସଂ. ବିଣ. ପୁଂ. (ବହୁବ୍ରୀହି; କ୍ଷୀଣ+ମଧ୍ୟ) —

କ୍ଷୀଣକଟି (ଦେଖ) Kshīṇakaṭi (See)