କ୍ଷୀଣଶକ୍ତି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷୀଣଶକ୍ତି
ଉଚ୍ଚାରଣ: Kshīṇaṡakti

ସଂ. ବିଣ. ପୁଂ. ଓ ସ୍ତ୍ରୀ. (ବହୁବ୍ରୀହି; କ୍ଷୀଣ+ଶକ୍ତି) —

୧: ଯେଉଁ ମନୁଷ୍ୟର ବଳ କମି ଯାଇଅଛି — ୧. Weakened in strength.

୨: ଯେଉଁ ରୋଗର ଉଗ୍ରତା କମି ଯାଇଅଛି — ୨. Subsided (disease).