କ୍ଷୀରଦାତ୍ରୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷୀରଦାତ୍ରୀ
ଉଚ୍ଚାରଣ: Kshīradātrī

ସଂ. ବିଣ. ସ୍ତ୍ରୀ. (କ୍ଷୀର+ଦାତ୍ରୀ) —

ଦୁହାଁଳୀ; ଦୁଧ ଦେଉଥିବା (ଗାଈ) — (cow) Yielding milk.