କ୍ଷୀରଦ୍ରୁମ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷୀରଦ୍ରୁମ
ଉଚ୍ଚାରଣ: Kshīradruma

ସଂ. ବି. (ମଧ୍ୟପଦଲୋପୀ; କ୍ଷୀରପ୍ରଦ ଦ୍ରମ) —

ଅଶ୍ବତ୍ଥବୃକ୍ଷ — The Religious fig tree.