କ୍ଷୀରଧାତ୍ରୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷୀରଧାତ୍ରୀ
ଉଚ୍ଚାରଣ: Kshīradhātrī

ସଂ. ବି. ସ୍ତ୍ରୀ —

ଶିଶୁକୁ ସ୍ତନ୍ୟପାନ କରାଉଥିବା ଧାଈ — Wet nurse.