କ୍ଷୀରବିଦାରୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷୀରବିଦାରୀ
ଉଚ୍ଚାରଣ: Kshīrabidārī
ଅନ୍ୟ ସଂ. ନାମ—କ୍ଷୀରକନ୍ଦ, ପଯୋଲତା, କ୍ଷୀରବଲ୍ଲୀ, ଇକ୍ଷୁଗନ୍ଧା, ପୟଃକନ୍ଦା

ସଂ. ବି. —

ଭୁଇଁ କଖାରୁ ପରି ଏକପ୍ରକାର ଔଷଧ—ମୂଳ (ୟହିଁରୁ ଦୁଧ ପରି ରସ ବାହାରେ) —A kind of succulent medicinal root.

[ଦ୍ର—ଏହା ଶୂଳ ଓ ପ୍ରମେହ ରୋଗରେ ଉପକାରୀ]