Jump to content

କ୍ଷୀରିଣୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷୀରିଣୀ
ଉଚ୍ଚାରଣ: Kshīriṇī

ସଂ. ବି. ସ୍ତ୍ରୀ—(କ୍ଷୀରିନ୍+ସ୍ତ୍ରୀ. ଈ) —

୧: କ୍ଷୀରକାଙ୍କୋଲା (ଦେଖ) ୧. Kshīrakāṅkolā (See)

୨: କ୍ଷିରକୋଳି ୧: (ଦେଖ) ୨. Kshirakoḻi ୧. (See)

ସଂ. ବିଣ. ସ୍ତ୍ରୀ —

କ୍ଷୀରୀର ସ୍ତ୍ରୀଲିଙ୍ଗ — Feminine of kshīrī.