କ୍ଷୁଣୀ
ଦେଖଣା
କ୍ଷୁଣୀ —
ଉଚ୍ଚାରଣ: Kshuṇī
ସଂ. ବି. ସ୍ତ୍ରୀ (କ୍ଷୁ ଧାତୁ=ଶଦ୍ଦ କରିବା+କର୍ତ୍ତୃ. ଣୀ) —
ପୃଥିବୀ — The earth.
[ ଦ୍ର—ପୃଥିବୀର ଗୋଟିଏ ଶଦ୍ଦ ଶୁଣାଯିବା ଚିରାକାଳ ପ୍ରସିଦ୍ଧ ପୃଥିବୀ ଶୂନ୍ୟରେ ଘୁରୁଥିବାରୁ ଏ ଶଦ୍ଦ ଜାତ ହୁଏ କେହି କେହି କହନ୍ତି ଯେ ଦୁଇ କାନକୁ ଆଙ୍ଗୁଠିଦ୍ବାରା ବନ୍ଦ କଲେ ଏ ଶଦ୍ଦ ମନୁଷ୍ୟର ଗୋଡ଼ ଓ ଦେହ ବାଟେ ପୃଥିବୀରୁ ଚାଳିତ ହୋଇ ଶୁଣା ପଡ଼େ ]