କ୍ଷୁଣ୍ଣମନା
ଦେଖଣା
କ୍ଷୁଣ୍ଣମନା —
ଉଚ୍ଚାରଣ: Kshuṇṇamanā
ସଂ. ବି. (ବହୁବ୍ରୀହି; କ୍ଷୁଣ୍ଣ+ମନସ୍ ୧: ମା. ୧: ବ) —
୧: ଅତି ଦୁଃଖିତ — ୧. Mentally distressed.
୨: ଅନୁତାପଜର୍ଜରିତ —୨. Penitent.
୩: ମନ ମରି ଯାଇଥିବା; ନିରାଶ ହୋଇଥିବା — ୩. Disappointed.
କ୍ଷୁଣ୍ଣମନା —
ଉଚ୍ଚାରଣ: Kshuṇṇamanā
ସଂ. ବି. (ବହୁବ୍ରୀହି; କ୍ଷୁଣ୍ଣ+ମନସ୍ ୧: ମା. ୧: ବ) —
୧: ଅତି ଦୁଃଖିତ — ୧. Mentally distressed.
୨: ଅନୁତାପଜର୍ଜରିତ —୨. Penitent.
୩: ମନ ମରି ଯାଇଥିବା; ନିରାଶ ହୋଇଥିବା — ୩. Disappointed.