Jump to content

କ୍ଷୁତା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷୁତା
ଉଚ୍ଚାରଣ: Kshutā

ସଂ. ବି. (କ୍ଷୁ ଧାତୁ+କ୍ବିପ୍+ଆ) —

ଛିଙ୍କ — Sneezing

ସଂ. ବିଣ. ସ୍ତ୍ରୀ (କ୍ଷୁତ+ସ୍ତ୍ରୀ. ଆ) —

କ୍ଷୁତର ସ୍ତ୍ରୀଲିଙ୍ଗ — Feminine of kshut.