Jump to content

କ୍ଷୁତ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷୁତ୍
ଉଚ୍ଚାରଣ: Kshut

ସଂ. ବି —

୧: (କ୍ଷୁ ଧାତୁ=ଶଦ୍ଦ କରିବା+ସଂଜ୍ଞାର୍ଥେ. କ୍ବିପ୍= ଯୁଧ୍; ୧: ମା. ୧: ବ.)—କ୍ଷୁଧା; ଭୋକ —୧. Hunger.

୨: (କ୍ଷୁ ଧାତୁ+ଶଦ୍ଦ କରିବା+ଭାବ. କ୍ବିପ୍)—ଛିଙ୍କ — ୨. Sneeze; sneezing.