କ୍ଷୁତ୍କ୍ଷାମକଣ୍ଠ
ଦେଖଣା
କ୍ଷୁତ୍କ୍ଷାମକଣ୍ଠ —
ଉଚ୍ଚାରଣ: Kshutkshāmakaṇṭha
(କ୍ଷୁତ୍କ୍ଷାମକଣ୍ଠା—ସ୍ତ୍ରୀ)
ସଂ. ବିଣ. ପୁଂ. (ବହୁବ୍ରୀହି; କ୍ଷୁତ୍କ୍ଷାମ+କଣ୍ଠ) —
କ୍ଷୁଧାରେ ୟାହାର କଣ୍ଠ କ୍ଷୀଣ ହୋଇଅଛି ୟାହାର ଭୋକରେ ହଂସା ଭଡ଼ି ୟାଉଅଛି —Whose throat has been weakened by hunger; with throat parched with hunger.