Jump to content

କ୍ଷୁତ୍ତୃଷ୍ଣୁ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷୁତ୍ତୃଷ୍ଣୁ
ଉଚ୍ଚାରଣ: Kshnttṛushṇu

ସଂ. ବିଣ. (କ୍ଷୁଧ୍+ତୃଷ୍ଣା+ଉ) —

ୟାହାକୁ ଭୋକ ଓ ଶୋଷ କରୁଥାଏ; ଯେ ଭୋକେଇ ଥାଏ ଓ ଶୋଷେଇ ଥାଏ —Both hungry and thirsy at the same time.