Jump to content

କ୍ଷୁତ୍ପିପାସା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷୁତ୍ପିପାସା
ଉଚ୍ଚାରଣ: Kshutpipāsā

ସଂ. ବି. (ସହଚର; କ୍ଷୁଧ୍—ଭୋକ+ପିପାସା=ଶୋଷ) —

ଭୋକ ଓ ଶୋଷ —Hunger and thirst; craving for food and drink.