Jump to content

କ୍ଷୁଦ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷୁଦ
ଉଚ୍ଚାରଣ: kshuda

ସଂ. ବି (କ୍ଷୁଦ ଧାତୁ+କର୍ମ. ଅ, ତୁଳ. ଓ. ଖୁଦ) —

ଅଟା; ମଇଦା; ଶସ୍ୟଚୂର୍ଣ —Flour; meal