କ୍ଷୁଦ୍ରଜନ୍ତୁ
ଦେଖଣା
କ୍ଷୁଦ୍ରଜନ୍ତୁ —
ଉଚ୍ଚାରଣ: Kshudrajantu
ସଂ. ବି. (କର୍ମଧା; କ୍ଷୁଦ୍ର+ଜନ୍ତୁ) —
୧: ଛୋଟପ୍ରାଣୀ — ୧. Small animal; tiny creature.
୨: ପୋକଜୋକ —୨. Insects.
ଦେ. ବି —
ଛାର ବା ଅକିଞ୍ଚନ ବ୍ୟକ୍ତି; ନଗଣ୍ୟ ବ୍ୟକ୍ତି; ୟାହାର ଜୀବନରେ କିଛି ମୂଲ୍ୟ ନାହିଁ —Insignificant person (used when a man makes himself humble in the eyes of his hearers), humble creature; insignificant being.