କ୍ଷୁଦ୍ରଦୃଷ୍ଟି
ଦେଖଣା
କ୍ଷୁଦ୍ରଦୃଷ୍ଟି —
ଉଚ୍ଚାରଣ: Kshudradṛuhṭi
ସଂ. ବି. (କର୍ମଧାରୟ, କ୍ଷୁଦ୍ର+ଦୃଷ୍ଟି) —
୧: ମାନସିକ ନୀଚତା — ୧. Meanness; pusillanimity.
୨: ଛୋଟନଜର; କୃପଣତା — ୨. Niggardiness; miserliness.
୩: ଅନୁଦାରତା —୩. Narrowness of view.
ସଂ. ବିଣ. (ବହୁବ୍ରୀହି) —
୧: ନୀଚମନା — ୧. Mean; low-minded.
୨: ଛୋଟନଜରାଆ; ଖଣ୍ଡିଗଣିଆ; କୃପଣ — ୨. Miserly; niggardly; close-fisted.
୩: ଅନୁଦାର —୩. Narrow in mind; bigoted.