Jump to content

କ୍ଷୁଦ୍ରପ୍ରାଣ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷୁଦ୍ରପ୍ରାଣ
ଉଚ୍ଚାରଣ: Kshudraprāṇa

ସଂ. ବି. (କର୍ମଧାରୟ; କ୍ଷୁଦ୍ର+ପ୍ରାଣ) —

ଟୁକୁଜୀବନ; କ୍ଷୀଣଜୀବନ — Frail life; delicate frame.

(କ୍ଷୁଦ୍ରପ୍ରାଣା—ସ୍ତ୍ରୀ)

ସଂ. ବିଣ. (ବହୁବ୍ରୀହି) —

୧: ନିର୍ଜୀବା; କ୍ଷୀଣଜୀବୀ — ୧. Delicate; frail; weak.

୨: ଦରିଦ୍ର —୨. Poor.

୩: କୃପଣ —୩. Niggardly.

୪: କ୍ରୁର —୪. Cruel.