Jump to content

କ୍ଷୁଦ୍ରବୁଦ୍ଧି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷୁଦ୍ରବୁଦ୍ଧି
ଉଚ୍ଚାରଣ: Kshudrabuddhi

ସଂ. ବି. (କର୍ମଧା; କ୍ଷୁଦ୍ର+ବୁଦ୍ଧି) —

୧: ନୀଚ ବୁଦ୍ଧି — ୧. Narrow view.

୨: ନଗଣ୍ୟ ବା ଅକିଞ୍ଚନ ମତ —୨. Hamble view; humble way of thinking (said of one's own opinions expressed before superiors)

ସଂ. ବିଣ. (ବହୁବ୍ରୀହି) —

୧: ନୀଚମନା — ୧. Low-minded; mean.

୨: ୟାହାର ବିଚାରଶକ୍ତି ସାମାନ୍ୟ — ୨. Of small intelligence.