Jump to content

କ୍ଷୁଦ୍ରମ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷୁଦ୍ରମ
ଉଚ୍ଚାରଣ: Kshudrama

ସଂ. ବି —

ଧାତୁ ଆଦି ତୌଲିବା ପାଇଁ ୬: ମସାର ବଟକରା; ଛଦାମ (ହି. ଶଦ୍ଦସାଗର) — A small standard weight to weigh metal.