Jump to content

କ୍ଷୁଦ୍ରିକା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷୁଦ୍ରିକା
ଉଚ୍ଚାରଣ: Kshudrikā

ସଂ. ବି. ସ୍ତ୍ରୀ (କ୍ଷୁଦ୍ର+କ+ଆ) —

୧: ଛୋଟ ଡାଉଁଶ — ୧. Small gad-fly.

୨: ଘୁଙ୍ଗୁର; ଘଣ୍ଟି; ଘାଗୁଡ଼ି — ୨. Small tinkling bells for ornaments.