Jump to content

କ୍ଷୁଧା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷୁଧା
ଉଚ୍ଚାରଣ: Kshudhā

ସଂ. ବି. (କ୍ଷୁଧ ଧାତୁ=ଭୋକାଇବା+କ୍ବିପ. ଆ) —

୧: ଭୋଜନ ଇଚ୍ଛା; ଭୋକ; ବୁଭୁକ୍ଷା — ୧. Hunger; appetite.

୨: ଲାଳସା — ୨. Hankering after a thing; craving.