କ୍ଷୁଧାକୁଳ
ଦେଖଣା
କ୍ଷୁଧାକୁଳ —
ଉଚ୍ଚାରଣ: Kshudhākuḻa
(କ୍ଷୁଧାକୁଳା—ସ୍ତ୍ରୀ)
ସଂ. ବିଣ. ପୁଂ (୩: ୟା ତତ୍; କ୍ଷୁଧା+ଆକୁଳ) —
ଭୋକିଲା; ବୁଭୁକ୍ଷିତ; କ୍ଷୁଧାଜର୍ଜରିତ; ପେଟବିକଳିଆ — Oppressed or distressed with hunger or appetite; lashed by hunger; hungry; famished.