କ୍ଷୁଧାକ୍ଷାମ
ଦେଖଣା
କ୍ଷୁଧାକ୍ଷାମ —
ଉଚ୍ଚାରଣ: Kshudhākshāma
(କ୍ଷୁଧାକ୍ଷମା—ସ୍ତ୍ରୀ)
ସଂ. ବି. ପୁଂ. (୩: ୟା ତତ୍; କ୍ଷୁଧା+କ୍ଷାମ) —
କ୍ଷୁଧା ଯୋଗୁଁ କ୍ଷୀଣ —Emaciated by hunger; famished.
କ୍ଷୁଧାକ୍ଷାମ —
ଉଚ୍ଚାରଣ: Kshudhākshāma
(କ୍ଷୁଧାକ୍ଷମା—ସ୍ତ୍ରୀ)
ସଂ. ବି. ପୁଂ. (୩: ୟା ତତ୍; କ୍ଷୁଧା+କ୍ଷାମ) —
କ୍ଷୁଧା ଯୋଗୁଁ କ୍ଷୀଣ —Emaciated by hunger; famished.