Jump to content

କ୍ଷୁଧାବୃଦ୍ଧି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷୁଧାବୃଦ୍ଧି
ଉଚ୍ଚାରଣ: Kshudhābṛuddhi

ସଂ. ବି.—(୬: ଷ୍ଠୀ ତତ୍; କ୍ଷୁଧା+ବୃଦ୍ଧି) —

ବେଶି ଭୋକ କରିବା —The state of one's appetite being whetted.