କ୍ଷୁଧିତ
ଦେଖଣା
କ୍ଷୁଧିତ —
ଉଚ୍ଚାରଣ: Kshudhita
(କ୍ଷୁଧିତା—ସ୍ତ୍ରୀ)
ସଂ. ବିଣ. ପୁଂ. (କ୍ଷୁଧା+ଯୁକ୍ତାର୍ଥେ. ଇତ) —
ବୁଭୁକ୍ଷିତ; ଅତି ଭୋକିଲା — Famished; hungry.
କ୍ଷୁଧିତ —
ଉଚ୍ଚାରଣ: Kshudhita
(କ୍ଷୁଧିତା—ସ୍ତ୍ରୀ)
ସଂ. ବିଣ. ପୁଂ. (କ୍ଷୁଧା+ଯୁକ୍ତାର୍ଥେ. ଇତ) —
ବୁଭୁକ୍ଷିତ; ଅତି ଭୋକିଲା — Famished; hungry.