କ୍ଷୁବ୍ଧ

ଉଇକିଅଭିଧାନ‌ରୁ

ବିଶେଷଣ(ସଂସ୍କୃତ)(ପୁଂଲିଙ୍ଗ)(କ୍ଷୁବ୍ ଧାତୁ =ଚଞ୍ଚଳହେବା+କର୍ମ.ତ) [୧][୨][ସମ୍ପାଦନା]

  • କ୍ଷୋଭପ୍ରାପ୍ତ(stimulated)
  • ବିଚଳିତ (Agitated)
  • ଘଣ୍ଟାହେବା(Disturbed)
  • ଅତିଭୀତ(Frightened)
  • ସଂକ୍ରାସିତ(Affrighted)
  • କ୍ରୁଦ୍ଧ(Enraged)
  • ଦୁଃଖିତ
  • ଯାହାରମନ ଘାଣ୍ଟିହେଉଥାଏ
  • ବ୍ୟାକୁଳିତ
  • ଅଧୀର
  • ଆଲୋଡିତ
  • ରାଜ୍ୟରୁ ବା ସିଂହାସନରୁ ବହିଷ୍କୃତ
  • ଖୁତ
  • କାତର

ବିଶେଷ୍ୟ(ସଂସ୍କୃତ)[ସମ୍ପାଦନା]

୧.୧

  • ଦହିମୁହାଁଦଣ୍ଡ(churningrod)
  • ଦହିଖୁଆ

୧.୨

  • ରତିବିଶେଷ
  • ରତିବନ୍ଧବିଶେଷ

[କ୍ଷୁବ୍ଧତା -ବିଶେଷ୍ୟ][କ୍ଷୁବ୍ଧା -ସ୍ତ୍ରୀଲିଙ୍ଗ]

ଆଧାର[ସମ୍ପାଦନା]

  1. ପୂର୍ଣ୍ଣଚନ୍ଦ୍ରଭାଷାକୋଷ ,ପୃଷ୍ଠା ‌-୧୮୬୮
  2. ପ୍ରମୋଦ ଓଡିଅ ଅଭିଧାନ ,ପୃଷ୍ଠା -୬୪୬

ଆଧାର[ସମ୍ପାଦନା]