Jump to content

କ୍ଷୁରଧାର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷୁରଧାର
ଉଚ୍ଚାରଣ: Kshuradhāra

ସଂ. ବି (୬: ଷ୍ଠୀ ତତ୍; କ୍ଷୁର+ଧାର) —

ଖୁରର ଦାଢ଼ — Keen edge of a razor.

ଦେ. ବି (ଲକ୍ଷଣାର୍ଥ) —

ମନେ ମନେ ପରର ଅନିଷ୍ଟ ଚିନ୍ତା — Mental thoughts for injuring others.

ଦେ. ବିଣ —

ଖୁର ପରି ଦାଢୁଆ — Sharp like a razor.

ହୃଦୟ କ୍ଷୁରଧାର, ମୁଖେ ଭାଷ ମଧୁର—ସଙ୍ଗୀତ