କ୍ଷୁରୀ
ଦେଖଣା
କ୍ଷୁରୀ —
ଉଚ୍ଚାରଣ: Kshurī
(କ୍ଷୁରିଣୀ—ସ୍ତ୍ର)
ସଂ. ବି (କ୍ଷୁର+କ୍ଷୁଦ୍ରାର୍ଥେ. ଈ) —
୧: ଛୁରି —୧. Knife.
୨: ଛୋରା —୨. A Dagger.
୩: (କ୍ଷୁର+ଇନ୍; ୧: ମା. ୧: ବ)—ଭଣ୍ଡାରି — ୩. Barber.
୪: ଖୁରାଯୁକ୍ତ ପଶୁ —୪. Hoofed animal.
କ୍ଷୁରୀ —
ଉଚ୍ଚାରଣ: Kshurī
(କ୍ଷୁରିଣୀ—ସ୍ତ୍ର)
ସଂ. ବି (କ୍ଷୁର+କ୍ଷୁଦ୍ରାର୍ଥେ. ଈ) —
୧: ଛୁରି —୧. Knife.
୨: ଛୋରା —୨. A Dagger.
୩: (କ୍ଷୁର+ଇନ୍; ୧: ମା. ୧: ବ)—ଭଣ୍ଡାରି — ୩. Barber.
୪: ଖୁରାଯୁକ୍ତ ପଶୁ —୪. Hoofed animal.