Jump to content

କ୍ଷୁଲ୍ଲ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷୁଲ୍ଲ
ଉଚ୍ଚାରଣ: Kshulla

ସଂ. ବିଣ (କ୍ଷୁଦ୍ର ଶବ୍ଦର ପ୍ରାକୃତ ରୂପ; ସଂସ୍କୃତରେ ବ୍ୟବହୁତ) —

୧: କ୍ଷୁଦ୍ର; ଛୋଟ —୧. Little; small. (M.W.)

୨: କନିଷ୍ଠ; ବୟସରେ ସାନ —୨. Younger.

୩: ନିକୃଷ୍ଟ —୩. Inferior.