କ୍ଷୁଲ୍ଲତାତ
ଦେଖଣା
କ୍ଷୁଲ୍ଲତାତ —
ଉଚ୍ଚାରଣ: Kshullatāta
ସଂ. ବି. ପୁଂ (କର୍ମଧା. କ୍ଷୁଲ୍ଲ+ତାତ; ତୁଳ. ବ. ଖୁଲ୍ୟତାତ) —
କକେଇ; ଖୁଡୁତା — Younger paternal uncle; father's younger brother.