Jump to content

କ୍ଷୂତ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷୂତ
ଉଚ୍ଚାରଣ: Kshuta
(କ୍ଷୂତା—ସ୍ତ୍ରୀ)

ସଂ. ବି. (କ୍ଷୂ ଧାତୁ+ ଭାବ. କ୍ବିପ୍+ଅ) —

୧: ଛିଙ୍କ —୧. Sneezeng

୨: (+କତ୍ତୃ. ଅ) ରାଇସୋରିଷ —୨. Black mustard.

ସଂ. ବିଣ. ପୁଂ —

ଯେ ଛିଙ୍କି ଅଛି —One who has sneezed.