କ୍ଷେଣି
ଦେଖଣା
କ୍ଷେଣି —
ଉଚ୍ଚାରଣ: Ksheṇi
খুনি
भि
ଗ୍ରା. ଅ (ସଂ. କ୍ଷଣଂ; ଏହି, ସେହି ଶବ୍ଦ ସଙ୍ଗେ ଲାଗେ; ଏହିକ୍ଷେଣି, ସେହିକ୍ଷେଣି) —
(ଏହି ବା ସେହି) କ୍ଷଣରେ — At (this or that) moment.