Jump to content

କ୍ଷେଣି ଦେବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷେଣି ଦେବା
ଉଚ୍ଚାରଣ: Ksheṇi debā

ଗ୍ରା. କ୍ରି (ସଂ. କ୍ଷଣ) —

କ୍ଷଣ କରିବା (ଦେଖ) Kshaṇa karibā (See)

ୟିମିତି ରାତି ପାହିଛି ନାଉରାଏ ନାଆ କ୍ଷେଣିଦେଲେ—ଫକୀରମୋହନ. ଗଳ୍ପସ୍ବଳ୍ପ