କ୍ଷେତ
ଦେଖଣା
କ୍ଷେତ —
ଉଚ୍ଚାରଣ: Ksheta
ক্ষেত
खेत, खेती
ଦେ. ବି. (ସଂ. କ୍ଷେତ୍ର) —
୧: ଶସ୍ୟାଦି ଉତ୍ପାଦନ କରିବା ସକାଶେ କର୍ଷିତ ଭୂମିଖଣ୍ଡ; ବିଲ — ୧. Field for raising crops.
୨: କୃଷି —୨. Agriculture.
୩: ଫସଲ —୩. Crop.
(ଯଥା—ଏ ବର୍ଷ କ୍ଷେତ ଭଲ ହୋଇ ନାହିଁ)
୪: କୌଣସି ବସ୍ତୁ ବିଶେଷତଃ ଘୋଡା, ଗୋରୁ ଆଦି ଉତ୍ପନ୍ନ ହେବାର ସ୍ଥାନ — ୪. Place or country where different breeds of horse or cattle grow.
(ଯଥା—ଏ ତଟୁ ଭଲ କ୍ଷେତର ଘୋଡ଼ା)