Jump to content

କ୍ଷେତିଖେସରା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷେତିଖେସରା
ଉଚ୍ଚାରଣ: Kshetikhesarā

ଗ୍ରା. ବି. (ସହଚର; ସଂ. କ୍ଷତି+ଆ. ଖିସାରା) —

୧: ସର୍ବ ପ୍ରକାରର କ୍ଷତି — ୧. All kind of damages or loss sustained.

୨: ଘଟିଥିବା କ୍ଷତିର ପୂରଣାର୍ଥ ପ୍ରଦତ୍ତ ଧନ — ୨. Amount of compensation or damage to make good the loss sustained.