କ୍ଷେତ୍ରଜ୍ଞ
ଦେଖଣା
କ୍ଷେତ୍ରଜ୍ଞ —
ଉଚ୍ଚାରଣ: Kshetrajn̄a
ସଂ. ବି. ପୁଂ. (କ୍ଷେତ୍ର+ଜ୍ଞା ଧାତୁ=ଜାଣିବା+ କର୍ତ୍ତୃ. ଅ) —
୧: ଜୀବାତ୍ମା; ଆତ୍ମା —୧. The human soul.
୨: କାମୁକ ବା ଲମ୍ପଟ ବ୍ୟକ୍ତି — ୨. An adulterer; a libertine.
୩: ମହାଦେବଙ୍କ ରୂପବିଶେଷ — ୩. A form of Ṡiba.
୪: ସାକ୍ଷୀ —୪. Witness.
୫: ଭଗବାନ୍ —୫. God.