Jump to content

କ୍ଷେତ୍ରପତି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷେତ୍ରପତି
ଉଚ୍ଚାରଣ: Kshetrapati

ସଂ. ବି. (୬: ଷ୍ଠୀ ତତ୍; କ୍ଷେତ୍ର+ ପତି) —

୧: କିଆରୀର ମାଲିକ —୧. The owner of a field.

୨: କ୍ଷେତ୍ରଜ ସନ୍ତାନର ନାମମାତ୍ର ପିତା — ୨. The nominal father of an illegitimate son.

୩: ଭାଗ ବା ସଞ୍ଜାରେ ପ୍ରଜାକୁ ଦିଆଯାଇଥିବା ଜମିର ମାଲିକ — ୩. The landlord of a land let out on produce-rent; a person who owns the field fructified by the labour and seeds of another.

୪: ତୀର୍ଥର ପ୍ରଧାନ ଦେବତା —୪. The presiding, chief or main Deity of a holy centre.