କ୍ଷେତ୍ରପରିକ୍ରମା
ଦେଖଣା
କ୍ଷେତ୍ରପରିକ୍ରମା —
ଉଚ୍ଚାରଣ: Kshetraparikramā
ସଂ. ବି. (୬: ଷ୍ଠୀ ତତ୍; କ୍ଷେତ୍ର+ ପରିକ୍ରମା) —
ୟାତ୍ରୀମାନଙ୍କଦ୍ବାରା ପୁଣ୍ୟକ୍ଷେତ୍ରରେ ଥିବା ବିଭିନ୍ନ ସିଦ୍ଧସ୍ଥାନମାନଙ୍କ ପରିଦର୍ଶନ ଓ ପରିଭ୍ରମଣ — A pilgrim's circumambulation of all the points of sanctity in a holy centre.