Jump to content

କ୍ଷେତ୍ରମାହାତ୍ମ୍ଯ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷେତ୍ରମାହାତ୍ମ୍ୟ
ଉଚ୍ଚାରଣ: Kshetramāhātmaya

ସଂ. ବି. (୬: ଷ୍ଠୀ ତତ୍; କ୍ଷେତ୍ର+ମାହାତ୍ମ୍ୟ) —

୧: ନିର୍ଦ୍ଦିଷ୍ଟ ପୁଣ୍ୟଭୂମିକୁ ଦର୍ଶନ କରି ପରିକ୍ରମା କଲେ ୟାତ୍ରୀ ଯେଉଁ ଫଳ ଲାଭ କରେ ଏହା ଯେଉଁ ଗ୍ରନ୍ଥରେ ବର୍ଣ୍ଣିତ ହୋଇ ଥାଏ —୧. A book dealing with the fruits to be attained by a pilgrim visiting a holy centre and circumambulating it.

୨: ତୀର୍ଥସ୍ଥାନର ମୁକ୍ତି ଦାନ କରିବାର କ୍ଷମତା — ୨. The spiritual emancipation to be conferred on a pilgrim visiting a holy centre.