Jump to content

କ୍ଷେତ୍ରା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷେତ୍ରା
ଉଚ୍ଚାରଣ: Kshetrā

ଦେ. ବିଣ. (ସଂ. କ୍ଷେତ୍ରଜ=ଜାରଜ?) —

ଗାଳିବିଶେଷ — A term of rebuke.

୧: ଛତରା; ବାସ୍ତୁରା; ବାରବୁଲା —୧. Homeless and wandering; a vagabond; vagrant.

[ଦ୍ର—ଏଥିର ଲକ୍ଷଣ—"ଭୋଜନଂ ୟତ୍ରକୁତ୍ରାପି, ଶୟନଂ ହଟ୍ଟ— ମଣ୍ଡପେ, ମରଣଂ ଗୋମତୀ ତୀରେ"]

୨: କ୍ଷୟପ୍ରାପ୍ତ; ଜୀର୍ଣ୍ଣ — ୨. Wasted; damaged; worne out.