Jump to content

କ୍ଷେତ୍ରି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷେତ୍ରି
ଉଚ୍ଚାରଣ: Kshetri
খেত্রী क्षलो

ଗ୍ରା. ବି. (ସଂ. କ୍ଷତ୍ରିୟ) —

୧: କ୍ଷତ୍ତ୍ରିୟ — ୧. A Kshattriya.

ଦେବତା ହୃଦେ ବରଦାତା କ୍ଷେତ୍ରୀ ମୁଖେ ବଚନ କର୍ତ୍ତା ପ୍ରାଚୀ. ନିର୍ଗୁଣ. ମାହାତ୍ମ୍ୟ

୨: ଯୋଦ୍ଧା; ବୀର ପୁରୁଷ — ୨. A hero; a brave man.