କ୍ଷେତ୍ରୀ
ଦେଖଣା
କ୍ଷେତ୍ରୀ —
ଉଚ୍ଚାରଣ: Kshetrī
ସଂ. ବି. ପୁଂ. (କ୍ଷେତ୍ର+ଇନ୍; ୧: ମା. ୧: ବ) —
୧: କ୍ଷେତ୍ରଜ ସନ୍ତାନର ମାତାଙ୍କ ବିବାହିତ ସ୍ବାମୀ ବା ଭର୍ତ୍ତା —୧. The reputed father of an illegitimate child.
୨: କ୍ଷେତର ମାଲିକ; ଭୁସ୍ବାମୀ —୨. Owner of a field.
୩: ସ୍ବାମୀ (ହି. ଶବ୍ଦସାଗର) —୩. Husband.