Jump to content

କ୍ଷେତ୍ର ଅଙ୍କିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷେତ୍ର ଅଙ୍କିବା
ଉଚ୍ଚାରଣ: Kshetra aṅkibā
ক্ষেত্রআঁকা खेत्रआँकना

ଦେ. କ୍ରି —

ଭୂମିରେ କିମ୍ବା କାଗଜରେ ନିର୍ଦ୍ଦିଷ୍ଟ ସୀମା ଓ ଅବୟବବିଶିଷ୍ଟ ରେଖାକୃତ ଚିତ୍ର ଅଙ୍କନ କରିବା —To draw a figure.